Uncategorisedନାନୀsatya23rd January 202223rd January 2022 by satya23rd January 202223rd January 20220229 ନାନୀ–by ସତ୍ୟ ପ୍ରକାଶ ସେଠୀନାନୀ ।ଆମ ଚାକରାଣୀ। ଠକ୍କରା ବୁଢୀ। ବୟସ କିନ୍ତୁ ଜମା 58। ହେଲେ ରୂପକାନ୍ତି ବୟସକୁ ଗିଳି ଦେଇଛି। ଲାଗୁଛି ସେ ଯେମିତି ଅଶୀ ପାର ହୋଇଗଲାଣି। କାହିଁକି ଏମିତି
Uncategorisedପାଇଚ୍ଛାsatya22nd January 202222nd January 2022 by satya22nd January 202222nd January 20220232 ପାଇଛ୍ଛା——by ସତ୍ୟ ପ୍ରକାଶ ସେଠୀପାଇଚ୍ଛା।ଏକ ଅଦ୍ଭୁତ ଚରିତ୍ର। ବାସ୍ତବରେ ସେ ବାଦଶାହା। ଗାଁ ଟାଉଟରଙ୍କ ଭିତରେ ସେ ପାଇଚ୍ଛା। ଦଣ୍ଡକେ ବାର ଘର ଭାଙ୍ଗି ତେର ଘର ଯୋଡ଼ି ଦେବାର କ୍ଷମତା ତା’ର ଅଛି
Uncategorisedଇଏ ବି ଗୋଟେ ବାବାsatya21st January 202221st January 2022 by satya21st January 202221st January 20220225 ଇଏ ବି ଗୋଟେ ବାବା—–by ସତ୍ୟ ପ୍ରକାଶ ସେଠୀଆମ ଯାଜପୁର ସହର ଧୀରେ ଧୀରେ ସାହିତ୍ୟିକମାନଙ୍କର ପେଣ୍ଠସ୍ଥଳୀରେ ପରିଣତ ହେବାକୁ ବସିଲାଣି। ପୂର୍ବରୁ ହୁଏତ ଛୋଟ ବଡ଼ ଅନେକ ସାହିତ୍ୟକ ଥିଲେ, ହେଲେ ସେମାନେ
Uncategorisedଭୁଲ କି ଭୁଲsatya31st October 202117th January 2022 by satya31st October 202117th January 20220231 ଭୁଲ କି ଭୁଲ?….ଭୁଲ କରି ଥିବା ଲୋକ କେବଳ ହିଁଭୁଲ କ’ଣ ଜାଣିଥାଏତେଣୁ ତ ସଫଳ ସେହି ଏକା ବ୍ୟକ୍ତିଭୁଲ ଯିଏ କରିଥାଏ।।ଯେତେ ଯେତେ ବଡ଼ ମହିମାମଣ୍ଡିତଜୀବନରୁ ଶିଖି ଥାଏଭୁଲ ତେଣୁ ନୂହେଁ ଶେଷ
UncategorisedCheck this out on Flipkartsatya14th October 202114th October 2021 by satya14th October 202114th October 20210163 Take a look at this PHUSIA MA on Flipkart https://dl.flipkart.com/s/ZBEGdmuuuN
UncategorisedCollect my booksatya5th August 20215th August 2021 by satya5th August 20215th August 20210214 ମନପାରା : ସତ୍ୟ ପ୍ରକାଶ ସେଠୀPre-Order Your Copie : https://shop.storymirror.com/manapara/p/16se70cz6krk530lx ଚନ୍ଦକାରେ ଗୋଟେ ରାତି : ସତ୍ୟ ପ୍ରକାଶ ସେଠୀPre-Order Your Copie : https://shop.storymirror.com/chandakare-gotie-rati/p/16se70cz6krk5h9trନୀଳ ଗଗନର ପଥିକhttps://shop.storymirror.com/nila-gaganara-pathika/p/16se70910kig8qkjf
Uncategorisedକବିତା ଓ ଦିବସsatya28th May 202128th May 2021 by satya28th May 202128th May 20210356 ଦିବସ ଓ କବିତା—-by ସତ୍ୟ ପ୍ରକାଶ ସେଠୀଜାନୁୟାରୀ ଯଦି ବର୍ଷର ଆରମ୍ଭଡିସେମ୍ବର ତେବେ ଶେଷମଝିରେ ପାଳିତ ଅନେକ ଉତ୍ସବରହିଯାଏ ଅବଶେଷ ।।ପ୍ରତିଦିନ ଗୋଟେ ନୂଆ ପୃଥିବୀରନୂତନ ସୂର୍ଯ ଉଦୟଯେଉଁଠି ନ ଥାଏ କାଲିର ହୋ
Uncategorisedୟାସ୍satya26th May 202126th May 2021 by satya26th May 202126th May 20210324 ବିଶାରଦ ଅବା ମହା ପଣ୍ଡିତଙ୍କଆକଳନ ଏ କି ଥିଲାଯାହା କହୁଥିଲେ ତାହା ହିଁ କି ଆଜିଦୃଶ୍ୟପଟ୍ଟେ ଦେଖାଗଲା।।ମହାପ୍ରଳଙ୍କରୀ ବାତ୍ୟାର ପ୍ରକୋପରୂପ ତା’ର ବିକଟାଳକେମିତି ଶୀଘ୍ରାତି ଶୀଘ୍ର ଯେ ଟଳିବସ୍ଥିତି ପରା ଟଳମଳ।।By ସତ୍ୟ ପ୍ରକାଶ
UncategorisedCheck this out at Amazonsatya5th May 202118th May 2021 by satya5th May 202118th May 20210314 ନୀଳ ଗଗନର ପଥିକ Nila Gaganara Pathika https://www.amazon.in/dp/9388698460/ref=cm_sw_r_other_apa_glt_i_B942NN0DNN3VWSTFKMTC?_encoding=UTF8&psc=1
Uncategorisedବାଙ୍କମୁହାଁ ବରଗଛsatya9th February 20219th February 2021 by satya9th February 20219th February 20210472 ବାଙ୍କମୁହାଁ ବର ଗଛ By ସତ୍ୟ ପ୍ରକାଶ ସେଠୀମନୋରମ ସକାଳ। ଶୀତୁଆ ପବନ ଦେହରେ ଶିହରଣ ଖେଳାଉଥାଏ।ବାଡ଼ି ଅଗଣା ପଟ ବଗିଚାରେ ଚେୟାର ଖଣ୍ଡେ ପକାଇ ବସି ପଡିଥାଏ। ଦେହରେ ସୂର୍ଯ୍ୟ କିରଣ ଟିକିଏ