ଗଳ୍ପଭୋଦେଇ ଖରାsatya8th September 20189th September 2018 by satya8th September 20189th September 20182 1104 ପ୍ରଚଣ୍ଡ ରୌଦ୍ରକ୍ଲିଷ୍ଟ ନିଦାଘର ଝାଞ୍ଜି ପରେ ଆସେ ବର୍ଷାର ରାଜୁତି । ଘନ ଘନ ମୈାସୁମୀ ପ୍ରବାହରେ ପ୍ରବହମାନ ହୋଇଉଠେ ଧରିତ୍ରୀର ବକ୍ଷ, ନବ ପଲ୍ଲବରେ ପଲ୍ଲବିତ ହୋଇ ସାରିଥାଏ ବୃକ୍ଷ ରାଜି ।