ଗଳ୍ପଆମ ଗାଁ କ୍ଲବ୍ ପିଲାsatya8th December 2019 by satya8th December 20190891 ସେଦିନ ଅନେକ ରାତି ଯାଏଁ ଆମେ ସମସ୍ତେ କ୍ଲବ୍ ପିଣ୍ଡାରେ ବସିଥିଲୁ। କାରଣ ଭିତରପଟେ ରୋଷେଇ ଚାଲିଥାଏ। ଗୋଟେ ଭୋଜି ଭାତର ଖୁବ୍ ୟୋଜନ ହୋଇଥାଏ। ଆମେ କେତକ ପିଣ୍ଡାରେ ବସି ଗୁଲିଖଟି