ଗଳ୍ପଆରମ୍ଭsatya30th November 2019 by satya30th November 20190540 ଆରମ୍ଭ —by ସତ୍ୟ ପ୍ରକାଶ ସେଠୀ ମୁଁ କଲେଜରେ ପଢୁଥାଏ। ଆଉ ସେଇ କଲେଜରେ ରମା ବି ପଢୁଥାଏ। ରମାଟା ଭାରି ସୁନ୍ଦରୀ। ତା ସୌନ୍ଦର୍ଯ୍ୟର ଆଉ କୌଣସି କାରଣ ଥାଉ କି ନଥାଉ