ଗଳ୍ପଆତ୍ମଗ୍ଳାନୀର ଶୀକାରsatya7th September 20188th September 2018 by satya7th September 20188th September 20180553 ସେଦିନ ଥିଲା ଆଦ୍ୟ ବସନ୍ତର ଏକ ମନୋରମ ସୁପ୍ରଭାତ । ଶୀତ ମିଶା ସୁଲୁସୁଲୁ ମୃଦୁ ସମୀରଣ ଦେହରେ ଶିହରଣ ଖେଳାଉଥାଏ । ସୂର୍ଯ୍ୟର ରକ୍ତିମ ଆଭାରେ ଚୁତର୍ଦ୍ଦିଗ ରଙ୍ଗାୟିତ ହୋଇଥାଏ । ରାତ୍ରିର