ଗଳ୍ପଆଲୋକର ଅନ୍ତରାଳେsatya8th September 20188th September 2018 by satya8th September 20188th September 20180680 ଦିନାନ୍ତ ସ୍ପର୍ଶ କରିଥିଲା ନଈ ବନ୍ଧର ତଳେ କ୍ରମଶଃ । ରଜନୀର ସଙ୍ଗମକୂଳ ଦିନକର ଆବେଗମୟ ପ୍ରାଣରେ ଗତିଶୀଳ ହେଉଥିଲେ । ରକ୍ତ ଅରୁଣିମାର ରଙ୍ଗ ସାଗରରେ ସନ୍ତରଣ କରୁଥିଲା ଧରଣୀର ପୁଲକିତ