କବିତାବେଙ୍ଗ ଫୁଲାsatya13th June 2019 by satya13th June 20193 683 ବେଙ୍ଗ ଫୁଲା —-by ସତ୍ୟ ପ୍ରକାଶ ସେଠୀ ବେଙ୍ଗୁଲୀ ନାନୀର ଔଦ୍ଧତ୍ୟ ଦେଖୁନ ଗର୍ବେ ଫୁଲାଉଛି ଛାତି ଟେକା କଥାରେ ତ ମନ ଉଲ୍ଲସିତ ଭ୍ରମିତ ହେଲାଣି ମତି।। ନିଜ ପ୍ରଶଂସାରେ ଝଲ୍ଲସିତ ପରା