କବିତାବିକଳେ ଡାକଇ ମଲିsatya11th May 2019 by satya11th May 20190653 ବିକଳେ ଡାକଇ ମଲି –by ସତ୍ୟ ପ୍ରକାଶ ସେଠୀ ବାତ୍ୟାର ରୂପ କି କରାଳ ଧରିଲା ପବନ ବେଗ ବଢ଼ିଲା କଡ଼ ମଡ଼ କରି ମାଡ଼ି ମାଡ଼ି ଆସେ ଧସେଇ ସେ ତ ପଶିଲା।।