କବିତାନିଗୂଢ ରହସ୍ୟsatya18th September 201819th September 2018 by satya18th September 201819th September 20181811 ଏହି ମହାକାଳ ସମୁଦ୍ର ବକ୍ଷରେ ଜୀବନ ତରୀ ମୁଁ ବାହି ସବୁ ଅନୁଭୂତି ଅନୁଭବ ହେଲା ବ୍ୟକ୍ତ ବା ଅବ୍ୟକ୍ତ କିଛି।। 1 ଏଠି ଉତ୍ସର୍ଗୀକୃତ ଚରିତ୍ର ପରା ସେ ଦଣ୍ଡ ଭୋଗାଭୋଗ କରେ