ଗଳ୍ପଏକ ଆଧ୍ୟତ୍ମିକ ଦ୍ୟୋତନାsatya14th October 2018 by satya14th October 20180689 ଟେରୁ ସରଳ ତରଳ ପିଲାଟିଏ। ମଣିଷ କୂଳରେ ତା’ର ଜନ୍ମ୍। ବହୁ ଲୋକଙ୍କ ପରି ତା’ ମନରେ ମଧ୍ଯ ପ୍ରଶ୍ନ। ସୃଷ୍ଟିର ରହସ୍ୟକୁ ନେଇ କିଛିଟା ଅନୁସନ୍ଧିତ୍ସୁ । ମନରେ କୌତୁହଳ, ଜାଣିବାର ଇଚ୍ଛା,