ଗଳ୍ପଗଡ଼୍ ଫାଦରsatya7th September 20188th September 2018 by satya7th September 20188th September 20180530 ଏକ ନିପଟ ମଫସଲରେ ତେଲିଙ୍ଗିର ଜନ୍ମ । ମା-ବାପା ଦି’ଟା ଭାରି ଗରିବ; ମୂଲ ଲାଗିଲେ ଭାତ ଖାଆନ୍ତି । ସେଥିରୁ ଯାହା ଦି’ପଇସା ବଞ୍ଚେ; ତେଲିଙ୍ଗିର ପଢା ଖର୍ଚ୍ଚରେ ଲାଗିଯାଏ । ପରିବାରରେ