କବିତାହିମପ୍ରବାହ ଓ ଅଗ୍ନିବର୍ଷାsatya9th June 20199th June 2019 by satya9th June 20199th June 20190598 କିଏ କହେ ଅବା ହିମ ପ୍ରବାହରେ କେ କହେ ଅଗ୍ନିବର୍ଷାରେ ବିନଷ୍ଟ ହୋଇବ ସ୍ରୁଷ୍ଟି ସଂରଚନା ଏ କଥା ସତସିଦ୍ଧରେ।।0 ଅହମିକା କ୍ରୋଧ ଲୋଭର ପ୍ରାବଲ୍ୟେ ଧ୍ବଂସ ହୋଇଯିବ ଧରା ଅସହିଷ୍ଣୁପଣ ଘୃଣାର ଆଧିକ୍ୟେ