କବିତାମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତିsatya23rd March 2019 by satya23rd March 20190708 ମୁଁ ଯଦି ହୁଅନ୍ତି ବିଜୟୀ ପ୍ରାର୍ଥୀ —–by ସତ୍ୟ ପ୍ରକାଶ ସେଠୀ ମୁଁ ଯଦି ଏଥର ନିର୍ବାଚନ ଲଢ଼ି ବିଜୟୀ ପ୍ରାଥୀ ହୁଅନ୍ତି ଆଗ ନିଜ ଲାଗି ସୁଉଚ୍ଚ ସୌଧଟେ ଅବଶ୍ଯ ନିର୍ମାଣ କରନ୍ତି।।