କବିତାଝିଣ୍ଟିକା ଓ ବଣିsatya16th June 2019 by satya16th June 201901336 ଝିଣ୍ଟିକା ଓ ବଣି —-by ସତ୍ୟ ପ୍ରକାଶ ସେଠୀ ଝିଣ୍ଟିକା ପରାଏ କ୍ଷୁଦ୍ର ଜୀବ ମାରି ବଣି ପୋଷିଲେ କି ହେବ ଗୋଟେ ପ୍ରାଣୀ ପାଇଁ କୋଟିଏ ମାରିଲେ ପାପ ଭାର କି କମିବ।।