କବିତାକଜଳ ପାତିଆ ଭଦ୍ରଲୋକsatya12th June 2019 by satya12th June 20190722 କଜଳ ପାତିଆ ଭଦ୍ରଲୋକ —-by ସତ୍ୟ ପ୍ରକାଶ ସେଠୀ କଜଳ ପାତିଆ ଭଦ୍ରଲୋକ ପରା ତେର ଘର ଦେବେ ଭାଙ୍ଗି ଏ ଘର ମାଉସୀ ସେ ଘର ପିଉସୀ କାନେ ଦେବେ ମନ୍ତ୍ର ଫୁଙ୍କି।।