କବିତାକାଉ ଓ ହଳଦୀ ବସନ୍ତsatya12th June 2019 by satya12th June 20190789 କାଉ ଓ ହଳଦୀ ବସନ୍ତ —by ସତ୍ୟ ପ୍ରକାଶ ସେଠୀ ଚତୁର କି କାଉ କଥା କହି ଜାଣେ ସିଦ୍ଧି ହୁଏ ତା’ର ଭାଇ ହଳଦୀ ବସନ୍ତ ନରମା ବିଚରା ଶରଣ ପଶଇ ଯାଇ।।