କବିତାକିଛି ଜାଣ ନାହିଁ ତାତsatya16th June 2019 by satya16th June 20190541 ବାପା ଦିନେ ପରା ପଚାନାଉ କରି ବୁଲାଉ ଥିଲା ଗାଁ ଦାଣ୍ଡ ହାତ ଧରି ପୁଣି ଚଲାଇ ଶିଖାଏ କହୁଥାଏ ଭେଦ ଦଣ୍ଡ।। 0 ଯେଉଁ ଦିନ ପୁଅ ସଳଖି ଚାଲିଲା ମୁଣ୍ଡକୁ ପାଇଲା