ଗଳ୍ପମାଟି ମା’satya8th September 201810th September 2018 by satya8th September 201810th September 201801077 କେଉଁ ପ୍ରହରରୁୁ ତରାସିଆ ଖରାଟା ଡ଼େଇଁ ଡ଼େଇଁ ବୁଲିଲାଣି । ଗାଁ ତଳକୁ ଗହୀର ଜମିରେ ଘୋଡ଼ା ମୁହାଁ ଧାନ ଗୁଡ଼ାକ ସାଇଁ ସାଇଁ ହୋଇ କ’ଣ ଗୁଡ଼ାଏ ବକି ଯାଉଥିଲେ କେଜାଣି