ଗଳ୍ପକଏଦୀ ମୁହଁରୁ ……….satya7th September 20187th September 2018 by satya7th September 20187th September 20180610 ସେଦିନ ସାୟଂ ଭ୍ରମଣରେ ବାହାରିଥାଏ । ସଂଯୋଗବଶତଃ ଜେଲ୍ ସାହେବଙ୍କ ସହ ଭେଟ ହୋଇଗଲା। ଆମେ ଦିନେ ଖୁବ୍ ଅନ୍ତରଂଗ ବନ୍ଧୁଥିଲୁ;ସାଙ୍ଗ ହୋଇ ପାଠ ପଢୁଥିଲୁ, ତେଣୁ ଆମ ଭିତରେ ଅନେକ ଆନ୍ତରିକତା ।