କବିତାସେହି ମୁହୂର୍ତ୍ତsatya20th July 2019 by satya20th July 20190556 ମୁଁ ଚାହେଁ ଜିଇଁବାକୁ ପୁଣି ଥରେ ସେହି ମୁହୂର୍ତ୍ତ ଯେଉଁ ମୁହୂର୍ତ୍ତକୁ ଛାଡିଥିଲି ଦିନେ କେଉଁ ମୁହୂର୍ତ୍ତରୁ ଯେଉଁ ମୁହୂର୍ତ୍ତରେ ଟିକି ପିଲା ହୋଇ ବୁଲୁଥିଲି ଗାଁ ମଝି ଦାଣ୍ଡେ…… ଧୂଳିଘର ବୋଉ ବୋଉକା