ଗଳ୍ପନୂତନ ପିଢିର ଉତ୍ତର ଦାୟିତ୍ୱsatya7th September 20187th September 2018 by satya7th September 20187th September 20180574 ଚାକିରୀରୁ ଅବସର ନେବା ପରେ ଆପଣା ଉପରେ ଜୀବନଟା କେମିତି ଗୋଟାଏ ବୋଝ ହୋଇଉଠେ । ବର୍ଷେ ହେଲା ଚାକରୀରୁ ଅବସର ନେଲିଣି, ଯେମିତି ଲାଗୁଛି ଏହା ଭିତରେ ଗୋଟାଏ ଯୁଗ ବିତିଗଲାଣି ।