କବିତାପେଟ ଓ ଭୋକsatya16th June 2019 by satya16th June 20190629 ପେଟ ଓ ଭୋକ ——by ସତ୍ୟ ପ୍ରକାଶ ସେଠୀ ପେଟରେ ଭୋକ ତ ମୁହଁରେ ଲାଜ ଉଦର ଭରିବ କେମିତି ଭଜ।। ମନର ଭାବ ତ ମନରେ ମରେ କାହାକୁ ନକହି ଭିତରେ ଜଳେ।।