ଗଳ୍ପଉଦଣ୍ଡି ଝିଅsatya2nd December 20182nd December 2018 by satya2nd December 20182nd December 20180762 ଉଦଣ୍ଡି ଝିଅ —-by ସତ୍ୟ ପ୍ରକାଶ ସେଠୀ ମୁଁ ଉଦଣ୍ଡି ଝିଅ। ଗାଁ ଗୋଟାକର ମୋହରି ଚର୍ଚ୍ଚା। ମୁଁ କୁଆଡ଼େ ଅଣ୍ଡିରା ଚଣ୍ଡି। ମାରଣା ଷଣ୍ଢ ଓ ଅରଣା ମଇଁଷିକୁ ମୋର ଖାତିର ନାହିଁ।