କବିତାସାହିତ୍ୟ ସଭାsatya21st July 2019 by satya21st July 20190643 ସହିତ୍ୟ ସଭାଟା ବଡ଼ ବିଚିତ୍ର ଲାଗେ ମନେ ଏଠି କବି ଲେଖକଙ୍କର ଭିଡ଼ ନାହିଁ ସେତେ। ଅକବି ଅଲେଖଙ୍କର ଭିଡ଼ ଜମେ ଯେତେ ମଞ୍ଚରେ ଚେୟାରଟେ ପାଇଁ ଲବି ଜୋହର୍ ଧରେ। ଭାଷଣ ଯାହା