କବିତାସମୂଦ୍ରsatya9th June 2020 by satya9th June 20200730 ସମୂଦ୍ର By ସତ୍ୟ ପ୍ରକାଶ ସେଠୀ ସମୁଦ୍ରର ଶାନ୍ତ ସରଳ ରୂପଟି ଭାରି ମନ ମୁଗ୍ଧକର ଅଶାନ୍ତ ହେଲେ ତ ଗର୍ଜନ ତର୍ଜ୍ଜନ ଶୁଭେ ଅତି ଭୟଙ୍କର।। ପୃଥିବୀ ପୃଷ୍ଠରେ ଏକ ତୃତୀୟାଂଶ ଜଳ