ଗଳ୍ପସରଗ ତଳେsatya8th September 20188th October 2018 by satya8th September 20188th October 20186 1386 ଦୂର ଦିଗ୍ ବଳୟର ନୂଆଁଣିଆ ଆକାଶ ବୁକୁରେ ଉଙ୍କି ମାରୁଥିଲେ ଅସ୍ତଗାମୀ ସୂର୍ଯ୍ୟର କେତୋଟି ଆଲୋକ ରେଖା । ନଦୀ ପଠାର ଦହଲା ତଣ୍ଡୀ ଗୁଡ଼ାକ ମୁଣ୍ଡ ହଲାଇ ନାଚୁଥିଲେ ସ୍ରୋତସ୍ୱିନୀ ସ୍ୱରର ତାନେ