ଗଳ୍ପପ୍ରତିକ୍ଷିତ ନାୟିକାsatya4th November 201812th November 2018 by satya4th November 201812th November 20180918 ପ୍ରତିକ୍ଷିତ ନାୟିକା ——-by ସତ୍ୟ ପ୍ରକାଶ ସେଠୀ ମୁଁ କଲେଜରେ ପଢୁଥାଏ। ମନ୍ଦାକିନୀ ମୋ କ୍ଲାସମେଟ୍। ତେଣୁ ଉଭୟଙ୍କ ଭିତରେ ନିକଟ ନୈକଟ୍ଯ ସମ୍ପର୍କ ଗଢି ଉଠିବା ସ୍ୱାଭାବିକ। ମୁଁ ଶ୍ରେଣୀ ପ୍ରତିନିଧି,ପୁଣି ଅନର୍ସ