କବିତାଉପଦ୍ରବୀ fanisatya2nd May 2019 by satya2nd May 20190736 ଆସୁଛିରେ ଭାଇ ଫନି ତ ଆସୁଛି ପ୍ରଳୟଙ୍କରୀ ତା ରୂପ ଶୁଣି ଶୁଣି ମନେ ଛନକା ପଶୁଛି ସତେ ଭୟଙ୍କରୀ ହେବ।। 1 କେମିତି ଲଢ଼ିବା ପ୍ରକୃତି ସାଙ୍ଗରେ ବୁଦ୍ଧି ବାଟ ଦିଶୁ ନାହିଁ