Satya Prakash
କବିତା

World hypertension

World hypertension day
By ସତ୍ୟ ପ୍ରକାଶ ସେଠୀ
ଶାନ୍ତି ଯେ ସୁଦୂର ପରାହତ ଆଜି
ଅଶାନ୍ତିର ଦାବାନଳ
ସେ ଅନଳରେ ଦହଗଞ୍ଜ ହୁଏ
ଭାଙ୍ଗି ଯାଏ ମନୋବଳ।। 0
ସମସ୍ୟାରୁ ଯେଣୁ ପାଉ ନାହିଁ ମୁକ୍ତି
ଛଟପଟ ମନ ହୁଏ
ଦିନକୁ ଦିନ ତ ରକ୍ତ ଚାପ ବଢ଼େ
ହୃଦ୍ଘାତେ ପ୍ରାଣ ଯାଏ
ଏଭଳି ସ୍ଥିତିରେ ଚାପ କମେଇବା
ନିହାତି ଜରୁରୀ ହୁଏ।। 1
କୌଣଷି କଥାରେ ବିବ୍ରତ ନହୋଇ
ଧୀରଜ ରଖିବା ସେହି
ଆସିଥାଉ ପଛେ ଝଡ଼ଝଞ୍ଜା ଯେତେ
ମୁଣ୍ଡକୁ ନନେଲେ ସହି।। 2
By S. P. SETHY 17th May

Related posts

ମୁଁ କାଁ ଭଲ ପାଏ

satya

ହଂସାରୂଢ ଆହେ ବିଶ୍ୱକର୍ମା

satya

ଆଶୟ

satya

Leave a Comment

Login

X

Register