Category : Uncategorised
ସହବାସ ସମ୍ବନ୍ଧ
ସହବାସ ସମ୍ବନ୍ଧ—-Dr Satya Prakash Sethyଶୀତଳ ବାପାମାଆଙ୍କର ଏକମାତ୍ର ଅଲିଅଳି କନ୍ୟା। ପାଖକୁ ସାନ ଭାଇଟିଏ ଅଛି ଯେ, ସେ କିନ୍ତୁ ଭାରି ଛୋଟ। ଏବେ ବି ସ୍କୁଲ ଜୀବନ ତା’ର ସରି ନାହିଁ।
ଇଚ୍ଛାମୟୀ
ଇଚ୍ଛାମୟୀBy ସତ୍ୟ ପ୍ରକାଶ ସେଠୀଇଚ୍ଛାମୟୀ ମାନଙ୍କର ଇଚ୍ଛା ଅସୁମାରି। ଏଇ ଇଚ୍ଛାମାନେ ସତରେ ବଡ଼ ଅସହଜ, ବେଳେ ବେଳେ ବି ଭାରି ଦୁଷ୍ଟାମି କରନ୍ତି। ଚାହିଁକି ସେମାନଙ୍କୁ ମନ ଉହାଡରୁ ଆଉ ତ ଏକାବେଳେକେ
ଶେଖର
ଶେଖର—-by Dr Satya Prakash Sethyଶେଖର, ଶିଖର ଛୁଇଁବା ଯାହାଙ୍କ ନିଶା। ସଙ୍ଗୀତରେ ସ୍ଵର ମୂର୍ଚ୍ଛନା ସେ ତୋଳନ୍ତି। ଅନେକ ତାଙ୍କର ପ୍ରତିଭା। କେତେବେଳେ ଗଳ୍ପକବିତା ଲେଖନ୍ତି, ଗୀତ ଲେଖିବା ତାଙ୍କର ମୁଖ୍ୟ। ଅଭିନୟ
ଆନବାସୀ
ଆନବାସୀ—-by Dr Satya Prakash Sethyଏଇଟା ଗୋଟେ ପ୍ରେମ କାହାଣୀ ତ ନୂହେଁ , କିନ୍ତୁ ପ୍ରେମ ସମ୍ପର୍କିତ କିଛି କଥାବସ୍ତୁ ନିଶ୍ଚିତ। ଆପଣ ମାନେ ବିଶ୍ବାସ ନକଲେ ବି ଘଟନାଟି ସତ।ମୁଁ ବାଣୀବିହାରରେ
ବାପାମାନେ
ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣାBy Dr Satya Prakash Sethyବାପା। ବାପା ମାନେ ଅବ୍ୟକ୍ତ ଯନ୍ତ୍ରଣା। ବାପା ମାନେ ଢୋ ଢୋଇଆ ଖାରବେଳ, ନିଦାଘର ତାତି। ବାପା ମାନେ ଅସହିଣିର ଝଞ୍ଜା।ସବୁ କରି ସବୁ
ନୀଲଠା ପ୍ରେମ
ବାପା ଏକା, ଜେଜେ ବି ଏକା ଥିଲେ। କିନ୍ତୁ ଜଗ ସାତ ଭଉଣୀରେ ଗୋଟିଏ ଭାଇ। ଭାରି ଲାଡଲା, ଏକୋଇରବଳା ବିଶିକେଶନ। ଭାରି ବିଛୁଆତି ଖଣ୍ଡେ । ଯେତକ ଦୁଷ୍ଟାମି ସବୁ ତାରି। ଯାହା
ମୁଁ ଆଉ ତୁମେ
ତୁମେ ଆଉ ମୁଁ ତୁମେ ଆଉ ମୁଁ, ମୁଁ ଆଉ ତୁମେ ସେଦିନ ଖୁବ୍ ଆତ୍ମୀୟ ଥିଲେ। ଏକା ସାଙ୍ଗରେ ଏକା ସ୍କୁଲରେ ପାଠ ପଢୁଥିଲେ। ଖେଳଛୁଟି ହେଲେ ଟିଫିନ୍ ବକ୍ସରୁ ଟିଫିନ୍ ଖୋଲି
ମୁଁ ନୋବେଲ ପାଇବି
“ମୁଁ ନୋବେଲ ପୁରସ୍କାର ପାଇବି । ମୁଁ ଓଡିଆରେ ସିନା ଲେଖେ, ଇଂରାଜୀରେ ବି ସନେଟ୍ ଲେଖେ। ତେଣୁ ଶହେ ଆଠ ସନେଟ ଯାହା ଲେଖିଛି ନୋବେଲ ପୁରସ୍କାର ପାଇଁ ପଠାଇବି। ତେଣିକି ମିଳିଲା
ମହାଳୟା
ମହାଳୟାBy Satya Prakash Sethyମହାଳୟା ଏକ ପୁଣ୍ଯତିଥି ପରାଯେଉଁଦିନ ଦୁର୍ଗମାତାଶିବାଳୟ ଛାଡ଼ି ଧରା ଅଭିମୁଖେଆରମ୍ଭି ଥିଲେ ସେ ଯାତ୍ରା।ମହିଷାମର୍ଦ୍ଦିନୀ ମହଷାସୁରରନିର୍ଦ୍ଧନ ବେଳର କଥାଲଢିଥିଲେ କେତେ ଦଶ ଦିନ ବ୍ୟାପୀକହେ ସମରର ଗାଥା।ଶେଷରେ ହାରିଲା ମହିଷାର

