Satya Prakash
କବିତା

କରୋନା

କରୋନା
By ସତ୍ୟ ପ୍ରକାଶ ସେଠୀ
କରୋନ କାଳରେ ଘୋର ବିପର୍ଯ୍ୟୟ
କଳି କାଳ ଉପସ୍ଥିତ
ଜୀବନ ସଂଗ୍ରାମ କଷ୍ଟକର ଅତି
ସହଜ ହେଉନି ମିତ।।
ଯେଣିକି ଚାହିଁବ ତେଣିକି ସଙ୍କଟ
ଘୋର ବିତ୍ ପାତ ଯୋଗ
ବିପଦ ହଟୁନି କଷଣ ଯାଉନି
ଭୋଗାଭୋଗ ହୁଏ ରୋଗ ।।
କେମିତି କହିବା କେଉଁଦିନ ହେବ
କରୋନା କାଳର ହାର
ଖାଲି ହୁ ହୁ ବଢେ ଚାରି ଆଡ଼େ ମାଡେ
ନା ନାଁ ନାହିଁ ଥମିବାର।।
ଏଡିକି ପାପିଷ୍ଠି ଭୂପୃଷ୍ଠେ ରଚିଲା
ଧ୍ଵଂସର ତାଣ୍ଡବ ଲୀଳା
ସଖା ପରିଜନ ସକୁଶଳେ ଥାଅ
ହଟିବ ତୁରିତେ କିଳା।।

Related posts

ମୁଁ କାଁ ଭଲ ପାଏ

satya

ହୃଦୟ Heart by satya prakash

satya

ସେଇ ଏକା ବନ୍ଧୁ ସବୁଠୁଁ ପ୍ରିୟ ବନ୍ଧୁ

satya

Leave a Comment

Login

X

Register