Satya Prakash
କବିତା

ଅନ୍ଧାର ଓ ଆଲୁଅ

ଅନ୍ଧାର ଓ ଆଲୁଅ
—–by
ଅନ୍ଧାର ଆଲୁଅ ଉଭୟ ଥାଆନ୍ତି
ଖାଲି ହୋଇଗଲେ ଗୋଟେ
ଶୂନ୍ୟ ସ୍ଥାନଟି ଯେ ପୂରଣ ସକାଶେ
ଅନ୍ୟଟି ଧସେଇ ପଶେ।। 0
ଉତ୍ତପ୍ତ ଗ୍ୟାସୀୟ ଉଠେ ଉପରକୁ
ଶୀତଳ ବାଆ ସେ ବହେ
ଗୋଟେ ଗୁରୁ ହେଲେ ଅନ୍ୟ ଲଘୁ ହୁଏ
ଚାପ ପ୍ରୟୋଗଟି ସହେ।। 1

ଦୁଃଖ ସୁଖ ଯେଣୁ ଜମଜ ଭ୍ରାତା ସେ
ଏକ ପରେ ଆନ ସ୍ଥିତ
ଜଣଙ୍କୁ ନ ଦେଖି ଆରକ ଯେ ବଣା

ଭାଗ ପାଇଁ ସହମତ।। 2
ସୁଖ ପାରାବାର ଭାଗ୍ୟେ ଯେବେ ଜୁଟେ
ସୁଖର ଫୁଆରା ଛୁଟେ
ଦୁଃଖ ଅନ୍ଧକାର ନିମିଷକେ ହଟେ
ଦୁଃଖ ଭାଗ ତହୁଁ ଘଟେ ।।3

Related posts

ଉପଦ୍ରବୀ

satya

ନିରୁତ୍ତରିତ ପ୍ରଶ୍ନ

satya

ଆନ୍ତର୍ଜାତୀୟ ବୌଦ୍ଧିକ ସମ୍ପଦ ଦିବସ

satya

Leave a Comment

Login

X

Register