Satya Prakash
କବିତା

ଗୁଡ଼ି ଓ ବିହଙ୍ଗ

ଗୁଡ଼ି ଓ ବିହଙ୍ଗ
—–by ସତ୍ୟ ପ୍ରକାଶ ସେଠୀ
ଗୁଡି ଉଡ଼ିଲେ ବି ସୁଉଚ୍ଚ ଆକାଶେ
ଡୋର ଥାଏ କାହା ହାତେ
ପକ୍ଷୀ କିନ୍ତୁ ଉଡେ ଡେଣା ଟେକି ତା’ର
ଘୂରେ ନିଜ ଇଚ୍ଛାମତେ।। 0
ବେକାରୀ ଜୀବନ ବଡ଼ ଦୁର୍ବିସହ
ଜୀବନ ନଈ କି ଶୁଖେ
ସ୍ୱ ନିର୍ଭରଶୀଳ ମଣିଷଟି କିନ୍ତୁ
ରହିଥାଏ ସଦା ସୁଖେ।। 1

Related posts

ଜୀବ ବିଭିଦତା

satya

ଏମ୍ ଓ ୟୁ MOU

satya

ମୁଁ ଚାହେଁ ଜିଇଁବାକୁ ପୁଣି ଥରେ

satya

Leave a Comment

Login

X

Register