Satya Prakash
କବିତା

ଆହ୍ଵାନ

ଆହ୍ଵାନ
—-by ସତ୍ୟ ପ୍ରକାଶ ସେଠୀ
ଭଲ ଲୋକ ଆଜି ନଆସି ରହନ୍ତି
ରାଜନୀତିଠାରୁ ଦୂରେ
କାହାର ହାତରେ ଦେବା ରାଜଗାଦୀ
ବିଚାର ନକରି ପାରେ।। 1
କେତେ ଦିନ ଆଉ ଏ ଦେଶେ ଚାଲିବ
ଏମିତିକା ରୀତି ନୀତି
ଦେଖି ଦେଖି ନିତି ଶଙ୍କାକୁଳ ସ୍ଥିତି
ଉପୁଜଇ ମନେ ଭୀତି।। 2
ଆହେ ନୀତିନିଷ୍ଠ ଜ୍ଞାନୀ ଗୁଣୀ ଜନ
ଦେଶକୁ ଉଦ୍ଧାର କର
ରାଜନୀତି କ୍ଷେତ୍ରେ ପ୍ରବେଶ କରିଣ
ଅନ୍ଧକାର ଦୂର କର।। 0

Related posts

ମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତି

satya

ସେ କ’ଣ ମୋ ଅନ୍ତରଙ୍ଗ

satya

କେଉଁଠି ଖୋଜିବି ତୋତେ

satya

Leave a Comment

Login

X

Register