Uncategorisedରାଜନୀତିsatya23rd February 202223rd February 2022 by satya23rd February 202223rd February 20220331 ରାଜନୈତିକ ଆକାଶ ଓ ଆଜିର ରାଜନୀତି – :By ସତ୍ୟ ପ୍ରକାଶ ସେଠୀଆମେ ସ୍ଵାଧୀନୋତ୍ତର ଭାରତ ବର୍ଷରେ ଜନ୍ମ ଗ୍ରହଣ କରିଥିବାରୁ ଗଣତାନ୍ତ୍ରିକ ବ୍ୟବସ୍ତା ଭିତରେ ରାଜନୀତିର ପ୍ରଭାବ ଓ ପ୍ରଭୁତ୍ଵ ସମ୍ପର୍କରେ ଉଣା
କବିତାଭେଳିକିsatya27th March 2019 by satya27th March 20190703 ଭେଳିକି —by ସତ୍ୟ ପ୍ରକାଶ ଗରୀବ ଗରୀବ ଗରୀବକୁ ଟିକେ ସାହାଯ୍ୟ ନିଶ୍ଚେ ହୋଇବ ନୋହିଲେ ଦିନେ ସେ ଗରୀବ ବାପୁଡ଼ା ବୁଡିକି ନିଶ୍ଚେ ମରିବ।। 1 ଘର ତଳି ଖଣ୍ଡ ବିକ୍ରି କଲା
କବିତାଭୋଟ ନିଶ୍ଚେ ଦେବାsatya16th March 2019 by satya16th March 20190681 ଭୋଟ ନିଶ୍ଚେ ଦେବା ——-by ସତ୍ୟ ପ୍ରକାଶ ସେଠୀ ନିର୍ବାଚନ ବେଳ ପାଖେଇ ଆସିଲା ଭୋଟରଙ୍କୁ ନେଇ ପାଲା କେଉଁ ଦଳିଆକୁ ଭୋଟ ଦେବା ଭାଇ ସେଇ କଥା ଚିନ୍ତ ଭଲା।। 1 ଏ
କବିତାନିର୍ବାଚନୀ ଉଷ୍ମତାsatya14th March 201914th March 2019 by satya14th March 201914th March 20190604 ଚତୁରେ ଚତୁରେ କୋଳାକୋଳି ହେବେ ଆମକୁ ନୀରିହ ଦେଖି ତେଲିଆ ମୁଣ୍ଡରେ ତେଲ ମାଖି ଦେବେ ଆମକୁ ନୁଖୁରା ରଖି ।।1 ନୋଟ ସର୍ବସ୍ଵଟି ଭୋଟ ରାଜନୀତି ଗଣତନ୍ତ୍ର ଯାଏ ହଜି ନିର୍ବାଚନ ଆଳେ
କବିତାଆହ୍ଵାନsatya13th March 2019 by satya13th March 20190761 ଆହ୍ଵାନ —-by ସତ୍ୟ ପ୍ରକାଶ ସେଠୀ ଭଲ ଲୋକ ଆଜି ନଆସି ରହନ୍ତି ରାଜନୀତିଠାରୁ ଦୂରେ କାହାର ହାତରେ ଦେବା ରାଜଗାଦୀ ବିଚାର ନକରି ପାରେ।। 1 କେତେ ଦିନ ଆଉ ଏ ଦେଶେ
କବିତାରାଜନୀତିବାଲାsatya5th March 2019 by satya5th March 20190757 ନୋଟ୍ ସର୍ବସ୍ଵ ଯେ ଆମ ଭୋଟ୍ ପାଲା ରାଜନୀତିଟା ବଢିଆ ରାତି ଅଧିଆ ବଡ଼ ଲୋକ ପରା ରାଜନୀତି ଆଡ଼େ ବୁଲିଆ।। ନିର୍ବାଚନ ବେଳ ପାଖେଇ ଆସିଲା ମାର୍କେଟେ ଗରମ ବଢେ ନେତାଙ୍କର ଭାଉ