କବିତାନିର୍ବାଚନୀ ଉଷ୍ମତାsatya14th March 201914th March 2019 by satya14th March 201914th March 20190611 ଚତୁରେ ଚତୁରେ କୋଳାକୋଳି ହେବେ ଆମକୁ ନୀରିହ ଦେଖି ତେଲିଆ ମୁଣ୍ଡରେ ତେଲ ମାଖି ଦେବେ ଆମକୁ ନୁଖୁରା ରଖି ।।1 ନୋଟ ସର୍ବସ୍ଵଟି ଭୋଟ ରାଜନୀତି ଗଣତନ୍ତ୍ର ଯାଏ ହଜି ନିର୍ବାଚନ ଆଳେ