Satya Prakash
  • Home
  • କବିତା
  • ଏମାନଙ୍କୁ ଟିକେ ପାରି କର ହେ ହାରି ଗୁହାରୀ
କବିତା

ଏମାନଙ୍କୁ ଟିକେ ପାରି କର ହେ ହାରି ଗୁହାରୀ

ଏମାନଙ୍କୁ ଟିକେ ପାରି କର
—-by ସତ୍ୟ ପ୍ରକାଶ ସେଠୀ
ଦୁନିଆଟା ବଡ଼ ବେଇମାନ୍ ପରା
କେହି ନୂହେଁ ସେ ଯେ କାହାର
ନିଜ ନିଜ ସ୍ୱାର୍ଥେ ସଭିଏଁ ତ ବ୍ୟସ୍ତ
କିଏ ହେବ ବା ଆପଣାର।। 1
ସତ ସତିକା ଯେ ନାଟକ ଭିଆଇ
ସାଜଇ ଢୋଙ୍ଗି ବାବା ପରା
ପେଡ଼ି ଖୋଲି ଦେଲେ ସବୁ ଖୋଲି ଯାଏ
ଅନାବୃତ ହୁଏ ଚେହେରା।। 2
କେଉଁଠି ହେଲେ ବି ସତ ଗୋଟେ ନାହିଁ
ସତ ଖୋଜି ବଣା ହୁଅନ୍ତି
ନିଜେ ଭରିଥାନ୍ତି କୁଟିଳତା ପଣେ
ଅନ୍ୟକୁ ଅଙ୍ଗୁଳି ଦେଖାନ୍ତି।। 0

Related posts

ବନୀକରଣ

satya

କୁମ୍ଭୀର ଓ ମାଙ୍କଡ଼

satya

ଅବୁଝା ଶିଶୁ

satya

Leave a Comment

Login

X

Register