Satya Prakash
କବିତା

କମ୍ ତି by satya prakash sethy

ତେବେ କେହି କ’ଣ ବୁଝେ ଆଜି କିଛି

ନୀତି ହେତୁ ଉପଦେଶ

କହିଲେ କହିବେ କୁହାଳିଆ ଭାରି

ରକମ ହେଉଛି ଶଶ ।।1

ତଥାପି ଦିନରେ ଥରୁଟେ କମ୍ ତି

ଆତ୍ମ ସମୀକ୍ଷା କରିବା

ନୋହିଲେ ଦେବଙ୍କ ସାକ୍ଷତକାରଟି

ଆମେ ହରାଇ ବସିବା।। 2

ଏକଥା ମଣିବ ନାହିଁ କେବେ ମିଛ

ଶାସ୍ତ୍ରରେ ହୋଇଛି ସିଦ୍ଧ

ବହୁ ପୂରା କାଳୁ ମୁନି ରୁଷିଙ୍କଠୁଁ

ତପସ୍ୟାରୁ ପରା ଲବ୍ଧ।। 3

 

 

 

Related posts

ଯୋଗାଯୋଗ ଓ ସଂଯୋଗ

satya

ମୋ ଦୋଷେ ମୁଁ ଯେ କାରଣ

satya

ଷୋହଳ ବୟସୀ

satya

Leave a Comment

Login

X

Register