Satya Prakash
କବିତା

ଗୃହ ପ୍ରବେଶ

ଗୃହ ପ୍ରବେଶ
—-by ସତ୍ୟ ପ୍ରକାଶ ସେଠୀ
ଉଦଘାଟନର ଉତ୍ସବଟି ସତେ
ବହୁ ପ୍ରତୀକ୍ଷିତ ଥିଲା
ମାସ ମାସ କରି ବରଷ ଗୋଟାକ
କେତେବେଳେ ବିତିଗଲା।।
ଯାହା ବି ହେଉ ସେ ଏଥରକ ଆମ

ସପନ ତ ସତ ହେଲା
ନୂତନ ଅଫିସ ଗୃହ ପ୍ରବେଶଟି
ମନେ ଖୁସି ଭରି ଦେଲା।।
ସମବାୟ ଏକ ଆନ୍ଦୋଳନ ପରା
ଜନତାର ଲାଗି ଲୋଡ଼ା
କୃଷି କୃଷକର ଉନ୍ନତି ସକାଶେ
ସ୍ଵାଗତିକା  ଗାଇବା
ଢେଙ୍କାନାଳବାସୀ ଆନନ୍ଦ ବିଭୋର
ଚାଲ ଖୁସି ମନାଇବା।।

Related posts

International Nurse Day

satya

ଷୋହଳ ବୟସୀ

satya

ସେଦିନ ମୁଁ କହୁ ନଥିଲି ନା!

satya

Leave a Comment

Login

X

Register