Satya Prakash
କବିତା

ଗୋଡ଼ି ଓ ସିମେଣ୍ଟ

ଗୋଡ଼ି ଓ ସିମେଣ୍ଟ
—by ସତ୍ୟ ପ୍ରକାଶ ସେଠୀ
ଗୋଡ଼ି ଓ ସିମେଣ୍ଟ ଉଭୟ ଜରୁରୀ
ଘରଠିଁ ଥିଲେ ତ ମତି
ଗୋଟେ ପରା ଟାଣ ଅନ୍ୟଟି ନରମ
ମିଶିଲେ ସୁଦୃଢ ସ୍ଥିତି। ।0
ନାରୀ ଓ ପୁରୁଷ ଉଭୟ ମିଶିଲେ

ମଜବୁତ୍ ହୁଏ ଘର
ଏକ ବିନା ଆନ ସବୁ ସେ ଅସାର
ଘର ପରିଣତ ଘୋର।। 1

Related posts

ପର ନିନ୍ଦା ପର ଚର୍ଚ୍ଚା

satya

ମୁଁ ଯଦି ବିଜୟୀ ପ୍ରାର୍ଥୀ ହୁଅନ୍ତି

satya

ବୁଦ୍ଧି

satya

Leave a Comment

Login

X

Register