Satya Prakash
କବିତା

ହେ!

ହେ!
—-by ସତ୍ୟ ପ୍ରକାଶ ସେଠୀ
ଦେଖିଛି ମଣିଷ ଦେଖିଛି ଦୁନିଆ
ହେଲେ ଦେଖି ନାହିଁ ଏତେ
ତୁମ ପରି ଗୋଟେ ନିଆରା ମଣିଷ
କେମିତି ମିଳିବ ମୋତେ।। 1
ତୁମକୁ ପାଇ ମୁଁ ଖୁସି ନୁହେଁ ଯେତେ
ସୁଖ ପାଇ ଅଛି ସେତେ
ମୋ ପରି ମଣିଷ ତୁମକୁ ନମିଳୁ
ତୁମେ କିନ୍ତୁ ମିଳ ମୋତେ।। 2
ନ ଝୁର ପଛକେ ଝୁରି ଲାଭ ନାହିଁ
ମୁଁ କିନ୍ତୁ ଝୁରୁଛି ନିତି
ତୁମ ବାଟ ଚାହିଁ ରହିଛି ଅନାଇ
କେବେ ଆସିବ ଯେ କତି?

Related posts

ମଧୁ ବାରିଷ୍ଟର

satya

କ’ଣ ହେଲା କି ହୋ!

satya

ହଳଦୀ ବସନ୍ତ

satya

Leave a Comment

Login

X

Register