Satya Prakash
କବିତା

ଘର ଢିଙ୍କି କୁମ୍ଭୀର

ଘର ଢିଙ୍କି
—-by ସତ୍ୟ ପ୍ରକାଶ ସେଠୀ
ଘର ଢିଙ୍କି ଯେବେ କୁମ୍ଭୀର ହୋଇବ
କାହାକୁ କହିବ ଦୁଃଖ
ଗୋଡାଇ ଖାଇବ ଉଦର ଭରିବ
ପେଟରେ ରଖିଣ ଭୋକ।।
ଆପଣା ଲୋକ ସେ ଶତୃ ପୁଣି ହେଲେ
କେଉଁଠି ଆଉ ଶରଣ
ସୁରକ୍ଷିତ ଜାଗା ଯାହାକୁ ମଣଇ
ଘରେ ଲାଗି ଯାଏ ଘୁଣ।।

Related posts

କଜଳ ପାତିଆ ଭଦ୍ରଲୋକ

satya

ଭୋଟ ନିଶ୍ଚେ ଦେବା

satya

ମୁଁ ଯଦି ଏବେଠୁଁ ଯା’ନ୍ତି ମରି

satya

Leave a Comment

Login

X

Register