Satya Prakash
କବିତା

ଜୀବ ବିଭିଦତା

International day for biological diversity
ଉଦ୍ଭିଦ ଆଉ ସେ ପ୍ରାଣୀ ଜଗତ ଯେ
ଅତି ବିପଦ ସଙ୍କୁଳ
ପ୍ରତିକୂଳ ଯେଣୁ ପରିବେଶ ପରା

ହନ୍ତସନ୍ତ ପ୍ରାଣୀ କୂଳ।। 0
ବାୟୁ ମଣ୍ଡଳର ପରିବର୍ତ୍ତନେ ହିଁ
ଭୂଭାଗ ବଦଳି ଯାଏ
ଜାବନ ଧାରଣ ସହଜ ହେଉନି
ସବୁ ଅସଜଡା ସିଏ।। 1
କେତେ କେତେ ଜୀବ ସମୂଳେ ବିନାଶ
ପାଉ ନାହିଁ ତା’ର ମୂଳ
ଜୀବ ଜଗତର ବିବିଧତା ଗୁଣ
ମିଳୁନାହିଁ ଥଳ କୂଳ।। 2
ଆସ ମିଳିମିଶି ସଜାଡି ବସିବା
ନିଜେ ନିଜ ପରିବେଶ
ନୋହିଲେ ବିନଷ୍ଟ ହେବ ସେ ଦିନେ ତ
ସ୍ରୁଷ୍ଟି ହେବ ସର୍ବନାଶ।। 3

Related posts

ହିମପ୍ରବାହ ଓ ଅଗ୍ନିବର୍ଷା

satya

ଦୁର୍ବାର ଲାଳସା

satya

ଗୁଡ଼ି ଓ ବିହଙ୍ଗ

satya

Leave a Comment

Login

X

Register