Satya Prakash
Uncategorised

ନଭଶ୍ଚୁମ୍ବୀ

ନଭଶ୍ଚୁମ୍ବୀ
Skyscraper day-3rd Sept
—–by ସତ୍ୟ ପ୍ରକାଶ ସେଠୀ
ଚାଳିଶ ତାଲାରୁ ଉର୍ଦ୍ଧ୍ୱ କୋଠାକୁ ତ
ସ୍କାଏ ସ୍କ୍ରେପର କହନ୍ତି
ଏପରି କୋଠାର ଉଚ୍ଚତା ଦେଖିଣ
ଅଭିଭୂତ ଯେ ହୁଅନ୍ତି।।
ଅଟ୍ଟାଳିକା ପରେ ଅଟ୍ଟାଳିକା ତୋଳି
ନଭଶ୍ଚୁମ୍ବୀ ଘରେ ରହେ
ହେଲେ ସେଇ ଘର ତୋଳିବାର କଷ୍ଟ
ଆର୍କିଟେକଚର ସହେ।।
ଅପୂର୍ବ ନୈପୁଣ୍ୟ ତା କଳା କୌଶଳ
ଦେଖି ଆଚମ୍ବିତ ନେତ୍ର
କି ଥିଲା କି ହେଲା ଶୋଭା ସୁଶୋଭିତ
ସୁନ୍ଦର ଚାରୁ ଭାସ୍କର୍ଯ୍ଯ ।।
ଆଜି ପରା ଦିନେ ଇଂଜିନିୟରଙ୍କୁ
ଦେବାନି କି ଧନ୍ୟବାଦ
ଜ୍ଞାନ ବିଜ୍ଞାନର ବିକାଶ ପର୍ବରେ
ଶୁଂଘାଇ ପ୍ରସଂଶା ଗଦ। ।

Related posts

ଦାନ ପୁଣ୍ଯ

satya

ଆନ୍ତର୍ଜାତୀୟ ଗଣତନ୍ତ୍ର ଦିବସ

satya

ବ୍ଯାଚଲର ପାର୍ଟି

satya

Leave a Comment

Login

X

Register