Satya Prakash
Uncategorised

ନାରୀ ସମାନତା ଦିବସ

ନାରୀ ସମାନତା ଦିବସ

  1. 8 20
    By ସତ୍ୟ ପ୍ରକାଶ ସେଠୀ
    ନାରୀ ନୂହେଁ ସେ ତ ଅଟେ ନାରାୟଣୀ
    ଭାଷଣବାଜିଟି ବେଶୀ
    ବାସ୍ତବ କ୍ଷେତ୍ରରେ ସ୍ଥିତି କିନ୍ତୁ ଭିନ୍ନ୍
    ବୁଝିବେନି ପ୍ରତିବେଶୀ।।
    ମାନବ ସମ୍ବଳ ଅର୍ଦ୍ଧେକଟି ନାରୀ
    ଯଦି ସେଇ ସମ୍ବଳର
    ନୋହିବ ବିକାଶ ଯୁଗୁ ଯୁଗ ଯାଏଁ
    ହଟିବନି ଅନ୍ଧକାର।।
    ସାମଗ୍ରିକ ଭାବେ ସମୂହ ବିକାଶ
    ନାରୀ ସମାନତା ଆଗ
    ନଚେତ୍ ସ୍ଲୋଗାନ୍ ସ୍ଲୋଗାନରେ ଥିବ
    ମିଳିବନି ଫଳ ଭାଗ।।

Related posts

ଆୟେନ୍ଦା

satya

ମୁଁ ଆଉ କହିବି କ’ଣ

satya

ପଦେ

satya

Leave a Comment

Login

X

Register