Satya Prakash
କବିତା

ପୃଥିବୀ ପଶୁ ଦିବସ

ପଶୁ ଧନ ଆମ ଜାତୀୟ ସମ୍ପଦ
ପଶୁ ଚିନ୍ତା ତେଣୁ ଘାରେ
ପଶୁ ବିନା ହେବ ଜାତୀୟ ସମ୍ପଦ
ବିନଷ୍ଟ ଅକାରଣରେ।। 1
ପଶୁ ଡାକ୍ତରଖାନା ତହୁଁ ଶ୍ରେୟସ୍କର

ଚିକିତ୍ସା ଯୋଗାଇ ଦେବା
ପରିବେଶ ଆମ ସୁରକ୍ଷିତ ହେବ
ସନ୍ତୁଳନ ରଖୁଥିବା।। 2
ପୃଥିବୀ ବାସୀଙ୍କୁ ଆଜିର ଦିବସେ
ମନେ ପକାଇ ଦେବା
ଜୀବ ଜଗତର ମଙ୍ଗଳ ସକାଶେ
ଶପଥ ଆମେରେ ନେବା।। 0
-ସତ୍ୟ ପ୍ରକାଶ – last Saturday of April
World veterinary day

Related posts

ମୁଁ ଯଦି ଏବେଠୁଁ ଯା’ନ୍ତି ମରି

satya

ବିକଳେ ଡାକଇ ମଲି

satya

ଉପଦ୍ରବୀ fani

satya

Leave a Comment

Login

X

Register