Satya Prakash
  • Home
  • କବିତା
  • ପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ
କବିତା

ପୃଥିବୀ ସୁରକ୍ଷା ଓ ସ୍ୱାସ୍ଥ୍ୟ ଦିବସ

କର୍ମଜୀବୀମାନେ କର୍ମ କ୍ଷେତ୍ରେ ପରା
ଭୋଗନ୍ତି ଦୁର୍ଦଶା କେତେ
କିଏ ବା ବୁଝେ ସେ ଦୁଃଖୀ ଜନଙ୍କର
ଦୁଃଖ ପରିମାଣ ଏତେ।।1
କର୍ମ ଅଧିପତି କର୍ମ ଦେଲେ ଖାଲି
ଚଳିବନି ବାବୁ ଏଠି
ଧନ ଜୀବନର ସୁରକ୍ଷା ନୋହିଲେ
ଖଟିବୁ କି ଆମେ ବେଠି।। 2
ମାନବ ଜୀବନ ଦୁର୍ଲ୍ଲଭ ଜୀବନ
ଶସ୍ତା ମଣିଲେ କି ଚଳେ
ସୁରକ୍ଷା ବ୍ୟବସ୍ଥା ଆଗ କର ତେଣୁ
ସଂସ୍ଥା କଥା ଯଦି ଭାଳେ।। 0
By ସତ୍ୟ ପ୍ରକାଶ
Happy world day for safety & health at work

Related posts

ଯମଜ ଭ୍ରାତା

satya

ବିଡ଼ମ୍ବନା

satya

ଆଶୟ

satya

Leave a Comment

Login

X

Register