Satya Prakash
କବିତା

ପେଟ ଓ ଭୋକ

ପେଟ ଓ ଭୋକ
——by ସତ୍ୟ ପ୍ରକାଶ ସେଠୀ
ପେଟରେ ଭୋକ ତ ମୁହଁରେ ଲାଜ
ଉଦର ଭରିବ କେମିତି ଭଜ।।
ମନର ଭାବ ତ ମନରେ ମରେ
କାହାକୁ ନକହି ଭିତରେ ଜଳେ।।
କହି ପକେଇଲେ ପେଟର କଥା
ମନେ ରୁନ୍ଧିଭୂତ ଲାଘବ ବ୍ୟଥା।।
ଛୁଆ ନକାନ୍ଦିଲେ ଦିଏ ନି ମା ‘ କ୍ଷୀର
ନିଜେ ତେଣୁ ମାଗ  ସ୍ଵ ଅଧିକାର।।

Related posts

ଆନ୍ତର୍ଜତୀୟ ଅଗ୍ନିଶମ ଦିବସ

satya

ଜୀବନ ଯାତ୍ରା ଓ ଅଟଳ – ଏକ ଆଲେଖ୍ୟ

satya

ଶାନ୍ତି peace

satya

Leave a Comment

Login

X

Register