Satya Prakash
କବିତା

କୁମ୍ଭୀର ଓ ଗଜ

କୁମ୍ଭୀର ଓ ଗଜ
—by ସତ୍ୟ ପ୍ରକାଶ ସେଠୀ
ଗଜ ସିନା ସିଏ ବନସ୍ତର ରାଜା
ଜଳ ମଧ୍ୟେ ଶକ୍ତିହୀନ
କୁମ୍ଭୀରର ବଳ ହୋଇପାରେ ନ୍ୟୁନ
ଜଳେ କିନ୍ତୁ ଶକ୍ତିମାନ।।
ଖାଅ କି ନ ଖାଅ ନିଜ ଘରେ ନିଜେ
ସେ ତ ସତେ ତେଜୀୟାନ୍
ପର ଓଳି ତଳେ ଖର୍ବ କିନ୍ତୁ ଗର୍ବ
ଯେତେ ହେଉ ବଳବାନ।।

Related posts

ତାର ଓ ଲୌହ ଦଣ୍ଡ

satya

ମାତ ହିଙ୍ଗୁଳାଈ

satya

ନିର୍ବାଚନୀ ଉଷ୍ମତା

satya

Leave a Comment

Login

X

Register