Satya Prakash
କବିତା

ଫନି

ବାତ୍ୟାର ପ୍ରକୋପ ଏଯାଏଁ ଥମୁନି
ମନେ ଉପୁଜଇ ଶଙ୍କା
କେମିତି କରିବା ଫନି ମୁକାବିଲା
ମନ ହୁଏ ଅଙ୍କା ବଙ୍କା।। 1
କରେଣ୍ଟ ନାହିଁ କି ପାଣି ବି ତ ନାହିଁ
ଫୋନ୍ ଟିକେ ହେଉ ନାହିଁ
ସାଇଁ ସାଇଁ ବାଆ ପିଟୁଛି ଖାଲି ତ
କାନ ମୂଳ ଝା ଇଁ ଝାଇଁ।।
ରଡ଼ ରଡ଼ କରି ମଶ ମଶ ଭାଙ୍ଗେ
ଗଛ ପତ୍ର ଟଳି ପଡେ
ବାତ୍ୟା ପରି ସ୍ଥିତି ହେବ କି ସାମନ୍ୟ
ଜାଣି ହେଉ ନାହିଁ ଏତେ।।
କ୍ଷୟ କ୍ଷତିର ତ ଆକଳନ ଆଗ
କରିବା ନିଶ୍ଚୟ ଆମେ
ତା ପରସ୍ଥିତିକୁ ନଜର ରଖିବା
ସ୍ଥିତି ସୁଧୁରିବ ବଳେ।।

Related posts

ଆଜି ସବୁଠାରୁ ବଳୀ

satya

ଶହିଦ୍ ଦିବସ

satya

ପ୍ରୟାସ

satya

Leave a Comment

Login

X

Register